Jump to content

ପ୍ରକ୍ଷାଳିବା

ଉଇକିଅଭିଧାନ‌ରୁ

ପ୍ରକ୍ଷାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ପ୍ର+କ୍ଷାଳି ଧାତୁ)

[ସମ୍ପାଦନା]
୧. ପ୍ରକ୍ଷାଳନ— କରିବା; ପଖାଳିବା —୧. To wash.

ପୂର୍ଣ୍ଣକୁମ୍ଭ ଜଳ ଇଡ଼ି ପ୍ରକ୍ଷାଳନ୍ତି ଦେହ ଶୌଚ ଦେବ— ରାଧାନାଥ. ମହାଯାତ୍ରା

୨. (ଲକ୍ଷାଣାର୍ଥ) (ନଈ) ନିକଟ ଦେଇ ବୋହିବା — ୨. (figurative) (river) To flow by.

ପ୍ରକ୍ଷାଳଇ ଚକ୍ରବାକିନୀ ବ୍ରାହ୍ମଣୀ ପାଦ ଯାର କଳକଳେ— ରାଧାନାଥ. ପାର୍ବତୀ