ପ୍ରକ୍ଷିପ୍ତ
ଦେଖଣା
ପ୍ରକ୍ଷିପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+କ୍ଷିପ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଫୋପଡ଼ା ଯାଇଥିବା; ନିକ୍ଷିପ୍ତ — ୧. Thrown; cast; propelled; hurled.
- ୨. ବିନ୍ୟସ୍ତ —୨. Deposited; placed.
- ୩. ଅନ୍ତର୍ନିବେଶିତ; ଅନ୍ତର୍ନିହିତ — ୩. Inserted; put in; intercalated; injected.
- ୪. ମୂଳ ଗ୍ରନ୍ଥକାର ଲେଖିବା ପରେ ଅନ୍ୟ ବ୍ୟକ୍ତିଦ୍ୱାରା ଗୋପ— ନରେ ଗ୍ରନ୍ଥରେ ଯୋଗ କରାଯାଇଥିବା (ବିଷୟ) — ୪. Interpolate (passage).
- ୫. ଏଣେ ତେଣେ ବିଞ୍ଚା ଯାଇଥିବା — ୫. Scattered about; strewn.