Jump to content

ପ୍ରକ୍ଷ୍ୱେଡ଼ନ

ଉଇକିଅଭିଧାନ‌ରୁ

ପ୍ରକ୍ଷ୍ୱେଡ଼ନ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Prakshaweṟḍ̠ana
  • ଆଇ.ପି.ଏ. — pˈɔ hˈʌlˈʌntɔ ɾˈɔ kˈɔ hˈʌlˈʌntɔ mˌudʰennoʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ r.ˈɔ nˈɔ

ସଂସ୍କୃତ - ବିଶେଷ୍ୟ - (ପ୍ର+କ୍ଷ୍ୱିଡ଼୍ ଧାତୁ=ମୁକ୍ତ କରିବା+କରଣ. ଅନ)

[ସମ୍ପାଦନା]
୧. ଲୌହମୟ ବାଣ, ନାରାଚ — ୧. An iron arrow.

ଭୃତି ଭୂଷା ବିପକ୍ଷ ପକ୍ଷ୍ୱେଡ଼ନରୁ ତୀକ୍ଷ—କବିସୂର୍ଯ୍ୟ. କିଶୋରୀଚମ୍ପୂ, ଭ ଗୀତ

୨. (+ କର୍ମ ଅନ) ଚିତ୍କାର; ସୋରଗୋଳ — ୨. Hue and cry; clamour; shout.
୩. (+ ଭାବ. ଅନ) ବାଣ ଆଦି ଗତି କରିବାର ସାଇଁସାଇଁ ଶବ୍ଦ — ୩. Hissing; whizzing (M.W.)