ପ୍ରଖର
ଦେଖଣା
ପ୍ରଖର
ଉଚ୍ଚାରଣ
[ସମ୍ପାଦନା](ପ୍ରଖରା—ସ୍ତ୍ରୀ)
(ପ୍ରଖରତା, ପ୍ରଖରତ୍ୱ—ବି)
ସଂସ୍କୃତ - ବିଶେଷଣ - (ପ୍ର+ ଖର)
[ସମ୍ପାଦନା]- ୧. ଅତି ତୀବ୍ର — ୧. Very keen.
- ୨. ଅତି କଠୋର ବା କଠିନ — ୨. Very hard or tough.
- ୩. ଶାଣିତ; ଅତି ତୀକ୍ଷ୍ଣ —୩. very sharp.
- ୪. ପ୍ରଚଣ୍ଡ —୪. Smart; acute.
- ୫. ଅତିଶୟ ଉଷ୍ଣ —୫. Very hot; scorching.
- ୬. ଭାରି ରାଗ —୬. Very pungent or acrid.
ବି—(ପ୍ର+ଖନ୍ ଧାତୁ=ଖୋଳିବା+କର୍ମ. ର)
[ସମ୍ପାଦନା]- ୧. ହାତୀର ବା ଗୋଡ଼ାର ସାଞ୍ଜୁ — ୧. Mail armour for a horse or elephant.
- ୨. ଅଶ୍ୱତର; ଖବର —୨. A mule.
- ୩. କୁକ୍କୁର —୩. A dog.