Jump to content

ପ୍ରଖର ବୁଦ୍ଧି

ଉଇକିଅଭିଧାନ‌ରୁ

ପ୍ରଖର ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଖର+ବୁଦ୍ଧି)

[ସମ୍ପାଦନା]
୧. ତୀକ୍ଷ୍ଣବୁଦ୍ଧି — ୧. Acuteness of understanding.
୨. ସୂକ୍ଷ୍ମବୁଦ୍ଧି —୨. Penetration.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ତୀକ୍ଷ୍ଣବୁଦ୍ଧିବିଶିଷ୍ଟ — Penetrating; of keen intelligence.