Jump to content

ପ୍ରଖ୍ୟ

ଉଇକିଅଭିଧାନ‌ରୁ

ପ୍ରଖ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଖ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ଖ୍ୟା ଧାତୁ=କହିବା+କର୍ମ. ଅ)

[ସମ୍ପାଦନା]

ତୁଲ୍ୟ; ସଦୃଶ —Like; resembling.

[ଦ୍ରଷ୍ଟବ୍ୟ —ସମାସରେ ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ଯୁକ୍ତ ହୁଏ; ଯଥା—ଗୁରୁପ୍ରଖ୍ୟ, ସୂର୍ଯ୍ୟପ୍ରଖ୍ୟ]