ପ୍ରଖ୍ୟା
ଦେଖଣା
ପ୍ରଖ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସାଦୃଶ୍ୟ — ୧. Resemblance; similarity; likeness.
- ୨. ଉଜ୍ଜ୍ୱଳତା —୨. Lustre; effulgence.
- ୩. ଖ୍ୟାତି; ପ୍ରସିଦ୍ଧି; ଯଶଃ — ୩. Fame; celebrity.
- ୪. ସମତା —୪ . Sameness.
- ୫. ଉପମା (ହିନ୍ଦୀ - ଶ) —୫. Comparision.
- ୬. ନାମ (ଜ୍ଞାନେନ୍ଦ୍ର) —୬. Name.
- ୭. ସଂଜ୍ଞା (ଜ୍ଞାନେନ୍ଦ୍ର) —୭. Definition; title.
ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ସ୍ପଷ୍ଟରୂପେ ପ୍ରତୀୟମାନ — Visible; clear (M.W.)