ପ୍ରଖ୍ୟାତ
ଦେଖଣା
ପ୍ରଖ୍ୟାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ଖ୍ୟାତ)
[ସମ୍ପାଦନା]- ୧. ବିଖ୍ୟାତ; ପ୍ରସିଦ୍ଧ — ୧. Celebrated; famous.
- ୨. ଚିହ୍ନା —୨. Well known; recognised.
- ୩. ସନ୍ତୁଷ୍ଟ —୩. Pleased; contented.
- ୪. ସୁଖୀ —୪. Happy; pleased.
- ୫. ପୂର୍ବେ କଥିତ —୫. Spoken before.
- ୬. ଅଗ୍ରେ ନିର୍ଦ୍ଧାରିତ — ୬. Forestalled; fore-ordained.
- ୭. (ସ୍ମୃତି) ଅନ୍ୟ ଖରିଦଦାରକୁ ଦିଆ ନ ଯାଇ ପ୍ରାର୍ଥୀକୁ ବିକ୍ରି କରାଯିବା ପାଇଁ ଆଇନ୍ ଅନୁସାରେ ଦାବୀ କରାଯିବା ସମ୍ପତ୍ତି —୭. Property claimed by right of pre-emption (M.W.)