ପ୍ରଗନେ
ଦେଖଣା
ପ୍ରଗନେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ପରଗନେ)— (ଏଥିର ସାଙ୍କେତିକ ପ୍ର)
[ସମ୍ପାଦନା]ଅମୁକ ପ୍ରଗଣାର ଅନ୍ତର୍ଗତ —Within the jurisdiction of the Pergunna of.
[ଦ୍ରଷ୍ଟବ୍ୟ —ଯେଉଁ ପ୍ରଗନ୍ନାର ନାମ ଏ ଶବ୍ଦ ପରେ ବ୍ୟବହୃତ ହୁଏ ସେହି ପ୍ରଗଣାର ଅନ୍ତର୍ଗତ ଯଥା—ମୌ (ମୌଜେ) ସିଦ୍ଧେଶ୍ୱର ପୁର ପ୍ର ! (ପ୍ରଗଣେ) କୋଦିଣ୍ଡା, ଅର୍ଥାତ୍ କୋଦିଣ୍ଡା ପ୍ରଗଣାର ଅନ୍ତର୍ଗତ ସିଦ୍ଧେଶ୍ୱରପୁର ମୌଜା]