ପ୍ରଗମନ
ଦେଖଣା
ପ୍ରଗମନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପ୍ର+ଗମନ)
[ସମ୍ପାଦନା]- ୧. ଆଗ ବଢ଼ିବା (ହିନ୍ଦୀ - ଶ) ଅଗ୍ରସର ହେବା —୧. Advanceing.
- ୨. ଉନ୍ନତି (ହିନ୍ଦୀ - ଶ) —୨. Improvement.
- ୩. କଳି; ଝଗଡ଼ା (ହିନ୍ଦୀ - ଶ) —୩. Quarrel; dispute.
- ୪. ଯୁଦ୍ଧ; ଲଢ଼ାଇ (ହିନ୍ଦୀ - ଶ) —୪. Fighting.
- ୫. ଉତ୍ତମ ବା ଉପଯୁକ୍ତ ଉତ୍ତର (ହିନ୍ଦୀ - ଶ) — ୫. A fitting or proper reply.