ପ୍ରଗଲ୍ଭ ବଚନୀ
ମଧ୍ୟା ନାୟିକାର ଏକ ଭେଦ; ଯେଉଁ ନାୟିକା ନିଜର ଦୁଃଖ ବା କ୍ରୋଧ ଓ ଈର୍ଷାକୁ ପ୍ରକଟିତ କରେ (ହିନ୍ଦୀ - ଶବ୍ଦସାଗର) — A woman who is very passionate and canot suppress her grief, anger or jealousy.