ପ୍ରଗାତା
(ପ୍ରଗାତ୍ରୀ, ପ୍ରଗାୟିନୀ—ସ୍ତ୍ରୀ)
(ପ୍ରଗାୟୀ—ଅନ୍ୟରୂପ)
ଉତ୍କୃଷ୍ଟ ଗାୟକ — An excellent singer.
ସଙ୍ଗୀତନିପୁଣ; ଗାନନିପୁଣ — Skilful in singing.