ପ୍ରଗୁଣ
ଦେଖଣା
ପ୍ରଗୁଣ
ଉଚ୍ଚାରଣ
[ସମ୍ପାଦନା](ପ୍ରଗୁଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପ୍ର+ଗୁଣ)
[ସମ୍ପାଦନା]- ୧. ପ୍ରକୃଷ୍ଟ ଗୁଣସମ୍ପନ୍ନ — ୧. Having excellent qualities.
- ୨. ସୁଦକ୍ଷ; ସୂନିପୁଣ — ୨. Skilful; dexterous.
- ୩. ସତ୍ —୩. Honest; upright.
- ୪. ସରଳ; କପଟହୀନ — ୪. Straight; frank; sincere.
- ୫. ଅନୁକୂଳ — ୫. Favourably disposed; well disposed.