ପ୍ରଗ୍ରୀବ
ଦେଖଣା
ପ୍ରଗ୍ରୀବ
ଉଚ୍ଚାରଣ
[ସମ୍ପାଦନା](ପ୍ରଗ୍ରୀବା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପ୍ର+ଗ୍ରୀବା)
[ସମ୍ପାଦନା]- ୧. ପ୍ରଶସ୍ତଗ୍ରୀବା ବିଶିଷ୍ଟ —୧. Broad necked.
- ୨. ଯାହାର ବେକ ଲମ୍ୱ — ୨. Long necked (Howells).
ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ରୂମଶୀର୍ଷକ; ବୃକ୍ଷର ଅଗ୍ରଭାଗ — ୧. The top of a tree.
- ୨. ବାତାୟନ; ଗବାକ୍ଷ —୨. Latticed window.
- ୩. ବିଶ୍ରାମାର୍ଥ ଗୃହ —୩. A rest house.
- ୪. ପ୍ରାସାଦୋପରିସ୍ଥ ଗମ୍ୱୁଜ —୪. A turret or room on the top of a building.
- ୫. ବାରଣ୍ଡା —୫. Balcony (Howells).
- ୬. ଗୃହାଦିର ପ୍ରାନ୍ତ ଭାଗରେ ଦିଆଯିବା କାଷ୍ଠନିର୍ମିତ ବାଡ଼ — ୬. A wooden railing on the edge of a building.
- ୭. ଆମୋଦ ପ୍ରମୋଦର ଗୃହ (ହିନ୍ଦୀ - ଶ) — ୭. A house of amusements.