Jump to content

ପ୍ରଘଟ

ଉଇକିଅଭିଧାନ‌ରୁ

ପ୍ରଘଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରକଟ)

[ସମ୍ପାଦନା]
୧. ପ୍ରଚାରିତ; ପ୍ରକଟିତ — ୧. Published.

ଶ୍ରବଣେ ଶୁଣି ମନେ ଘେନ, ପ୍ରଘଟ ନୁହଇ ପ୍ରଶନ—ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା

୨. ସର୍ବସାଧାରଣରେ ପ୍ରକାଶିତ —୨. Made public.
୩. ପ୍ରଖ୍ୟାତ —୩. Celebrated.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଖ୍ୟାତି —୧. Celebrity.
୨. ପ୍ରଚାର; ପ୍ରକଟନ —୨. Publication.