Jump to content

ପ୍ରଘସ

ଉଇକିଅଭିଧାନ‌ରୁ

ପ୍ରଘସ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଘସା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ପ୍ର+=ଅଦ୍ ଧାତୁ+ଭାଷଣ କରିବା=ଭାବ. ଅ; ଅଦ୍= ଘସ୍)

[ସମ୍ପାଦନା]
୧. ପ୍ରକୃଷ୍ଟ ଭୋଜନ — Excellent meal.
୨. ଭୂରି ଭୋଜନ —୨. Full meal.
୩. (+ କର୍ତ୍ତୃ. ଅ) ରାକ୍ଷସ; ଅସୁର; ଦୈତ୍ୟ —୩. Demon.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପେଟୁ; ଭୋଜନପ୍ରିୟ —Gluttonous.