ପ୍ରଘ(ନ)
ଦେଖଣା
ପ୍ରଘ(ନ)
ଉଚ୍ଚାରଣ
[ସମ୍ପାଦନା](ପ୍ରଘାଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପ୍ର+ହନ୍ ଧାତୁ=ଆଘାତ କରିବା+କର୍ମ. ଅ; ଯାହାକୁ ଆଘାତ କରାଯାଏ ବା ଯାହା—ଦ୍ୱାରା ଆଘାତ କରାଯାଏ)
[ସମ୍ପାଦନା]- ୧. ବହିର୍ଦ୍ୱାର ପ୍ରକୋଷ୍ଠକ; ଅଳିନ୍ଦ —୧. A covered terrace in front of a house; corrider.
- ୨. ତାମ୍ର କୁଣ୍ଡ —୨. A copper pot.
- ୩. ଲୌହ ମୁଦ୍ଗର —୩. Iron club.
- ୪. ବାରଣ୍ଡା (ହିନ୍ଦୀ - ଶ) —୪. Veranda.