ପ୍ରଚଣ୍ଡ
ଦେଖଣା
ପ୍ରଚଣ୍ଡ
ଉଚ୍ଚାରଣ
[ସମ୍ପାଦନା](ପ୍ରଚଣ୍ଡା—ସ୍ତ୍ରୀ)
[ପ୍ରଚଣ୍ଡତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ପ୍ର+ଚଣ୍ଡ)
[ସମ୍ପାଦନା]- ୧. ତୀବ୍ର; ପ୍ରଖର; ଉଗ୍ର — ୧. Sharp; bitter.
- ୨. ଏକଜିଦିଆ — ୨. Obstinate; head-strong.
- ୩. ଦୁଃସହ; ଅସହ୍ୟ —୩. Intolerable.
- ୪. ଦୂର୍ଦ୍ଧର୍ଷ —୪. Indomitable.
- ୫. ପବଳ; ପ୍ରତାପୀ —୫. Mighty.
- ୬. ଅତ୍ୟନ୍ତ କୋପଯୁକ୍ତ —୬. Impetuous; very angry; violent; passionate.
- ୭. ଅତ୍ୟୁଷ୍ଣ —୭. Very hot.
- ୮. ଭୟଙ୍କର; ଭୀଷଣ —୮. Ferocious.
- ୯. କଠିନ; କଠୋର (ହିନ୍ଦୀ - ଶ) —୯. Harsh; hard.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶିବଙ୍କ ଗଣବିଶେଷ — ୧. Name of an attendant of Ṡiba.
- ୨. ଧଳା କରବୀ ଫୁଲ (ହିନ୍ଦୀ - ଶ.) — ୨. White oleander (flower).