Jump to content

ପ୍ରଚଣ୍ଡା

ଉଇକିଅଭିଧାନ‌ରୁ

ପ୍ରଚଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପ୍ରଚଣ୍ଡ+ଆ)

[ସମ୍ପାଦନା]

ପ୍ରଚଣ୍ଡର ସ୍ତ୍ରୀଲିଙ୍ଗ — Feminine of Prachaṇḍa.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୂର୍ଗା; ଚଣ୍ଡୀ —୧. Goddes chaṇḍī.
୨. ଦୂର୍ଗାଙ୍କର ଏକ ସଖୀ — ୨. Name of a companion of Durgā.
୩. ଶ୍ୱେତପୂର୍ବା — ୩. The pleached variety of Duba grass.