ପ୍ରଚଣ୍ଡେ
ଅତି ଶୀଘ୍ର ବା ବେଗ ସହିତ — With great velocity.
ବିଦିଶ ଦିଶି ଅଦୃଶ୍ୟ ଶଲକୀ ସୁଶିଲ ବଂଶ, ଝାଡ଼ି ଝାଡ଼ି କି ରରସ ଗତି ପ୍ରଚଣ୍ଡେ ଭଞ୍ଜ. ବୈଦେହୀଶବିଳାସ