Jump to content

ପ୍ରଚର

ଉଇକିଅଭିଧାନ‌ରୁ

ପ୍ରଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଚର୍ ଧାତୁ=ଯିବା+ଅଧିକରଣେ. ଅ)

[ସମ୍ପାଦନା]
୧. ପଥ; ବର୍ତ୍ତୃ ; ମାର୍ଗ —୧. Path; road.
୨. (+ ଭାବ. ଅ) ବ୍ୟବହାର; ରୀତି — ୨. Custom; usage.
୩. ପ୍ରଚଳନ —୩. Currency.
୪. ବିସ୍ତୃତ ହେବା —୪. Spreading; diffusion.
୫. ପ୍ରସିଦ୍ଧି —୫. Publicity.