Jump to content

ପ୍ରଚରିବା

ଉଇକିଅଭିଧାନ‌ରୁ

ପ୍ରଚରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପ୍ରଚର; ପ୍ରଚାର)

[ସମ୍ପାଦନା]
୧. ପ୍ରଚାର କରିବା; କହିବା — ୧. To say; to declare.

ବିବେକ ପ୍ରଚରି ପଶୁ ବନଚାରୀ ବାଇ ପଶୁ ପରି ଏ ସୁଷମ ଗୋ ଭଞ୍ଜ, ବୈଦେହୀଶବିଳାସ

୨. ପ୍ରସାରିତ ହେବା; ବିସ୍ତୃତ ହେବା; ବ୍ୟାପି ଯିବା — ୨. To be spread; to pervade.

ସେ ହରି ମାୟା ଏ ସଂସାରେ ମୋହନୀ ରୂପରେ ପ୍ରଚରେ ଜଗନ୍ନାଥ. ଭାଗବତ

୩. ଚଳାଚଳ ହେବା — ୩. To move about; to go on.

କି ରୂପେ ପ୍ରଚରଇ ଜନେ ଆସନେ ଶୟନେ ଗମନେ ଜଗନ୍ନାଥ. ଭାଗବତ

୪. ପ୍ରଚାରିତ ହେବା —୪. To be published.