ପ୍ରଚଳା
ଦେଖଣା
ପ୍ରଚଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଚଳ୍ ଧାତୁ+ଭାବ. ଅ+ଆ)
[ସମ୍ପାଦନା]- ୧. ବସିଥିବା ବା ଠିଆ ହୋଇଥିବା ବ୍ୟକ୍ତିକୁ ଯେଉଁ ନିଦ୍ରା ଘଟେ (ହିନ୍ଦୀ - ଶବ୍ଦସାଗର) — ୧. Sleep which overtakes a person while sitting oor standing.
- ୨. ଯେଉଁ ପାପ କର୍ମର ଉଦୟରେ ନିଦ୍ରା ଘୋଟେ (ହିନ୍ଦୀ - ଶ) — ୨. Any sinful act which makes a person sleepy.