Jump to content

ପ୍ରଚଳାକ

ଉଇକିଅଭିଧାନ‌ରୁ

ପ୍ରଚଳାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଚଳ୍ ଧାତୁ+କର୍ତ୍ତୃ ଆକ; ଯାହା ସ୍ୱତଃ ଚାଳିତ ହୁଏ)

[ସମ୍ପାଦନା]
୧. ମୟୂରପୂଚ୍ଛ — ୧. The fan-like tail of a peacock.
୨. ସାପ ଫଣା —୨. The hood of a serpent.
୩. ଭୃଜଙ୍ଗମ; ସର୍ପ —୩. Serpent.


୪. (+ ଭାବ. ଆକ) ଶରାଘାତ — ୪. The stroke of an arrow.