ପ୍ରଚଳିତ
ଦେଖଣା
ପ୍ରଚଳିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ଚଳ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ପ୍ରଚାରିତ —୧. Published; circulated.
- ୨. ପ୍ରବଳ —୨. Prevalent.
- ୩. ଯାହା ସର୍ବତ୍ର ଚଳିଅଛି; ସର୍ବତ୍ର ବ୍ୟବହୃତ — ୩. In vogue; everywhere; prevailing.
- ୪. ସ୍ୱୀକୃତ —୪. Recognised.
- ୫. ଦୂରକୁ ଗତ —୫. Gone away.
- ୬. ଘୂର୍ଣ୍ଣିତ —୬. Rolling; revolving.
- ୭. ଭ୍ରମଣଶୀଳ —୭. Wandering; roving.
- ୮. ଗତିଯୁକ୍ତ —୮. Moving; set in motion.
- ୯. ବିଚଳିତ; କମ୍ପିତ — ୯. Moved; shaken; trembling.
- ୧. ପ୍ରସିଦ୍ଧ —୧୦. famous.
- ୧୧. ଯାହା ବର୍ତ୍ତମାନ ବ୍ୟବହୃତ ହେଉଅଛି — ୧୧. In use; current.
- ୧୨. ବ୍ୟବହାରସିଦ୍ଧ —୧୨. Customary.
- ୧୩. ଯାହାକୁ ସମସ୍ତେ ମାନୁଛନ୍ତି — ୧୩. Universally admitted.
=== ସଂସ୍କୃତ - ବିଶେଷ୍ୟ - (+ ଭାବ. ତ)
ଗତି — Movement.
ଆଉ ପାଦକୁ କିବା ଦେବା ସରି ଯାହା ପ୍ରଚଳିତ ଚାହିଁ କରି, ହସ୍ତ ଟେକି ଓଳଗଇ କରୀ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ