Jump to content

ପ୍ରଚାରିତ

ଉଇକିଅଭିଧାନ‌ରୁ

ପ୍ରଚାରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ—(ପ୍ର+ଚର୍ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]
୧. ପ୍ରକାଶିତ; ସର୍ବତ୍ର ଘୋଷିତ —୧. Published; preached; spread; propagated.
୨. କୃତଚାରଣ; ପଶୁ ଆଦି ଚରିଥିବା (ସ୍ଥାନ) —୨. Grazed.
୩. ବିସ୍ତାରିତ —୩. Spread; diffused.