ପ୍ରଚାରିବା
ଦେଖଣା
ପ୍ରଚାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ପଦ୍ୟ)—(ସଂସ୍କୃତ - ପ୍ରଚାରଣ)
[ସମ୍ପାଦନା]ପ୍ରଚାର କରିବା (ଦେଖ) - —Prachāra karibā (See)
ଚୈତନ୍ୟାଦି ମହାତ୍ମାଜନେ; ପ୍ରଚାରିଲେ ବିଭୁନାମ ଆନନ୍ଦ ମନେ ମଧୁସୂଦନ. ଛାନ୍ଦମାଳା
ପ୍ରଚାରିବା
ପ୍ରଚାର କରିବା (ଦେଖ) - —Prachāra karibā (See)
ଚୈତନ୍ୟାଦି ମହାତ୍ମାଜନେ; ପ୍ରଚାରିଲେ ବିଭୁନାମ ଆନନ୍ଦ ମନେ ମଧୁସୂଦନ. ଛାନ୍ଦମାଳା