ପ୍ରଚାର କରିବା
ଦେଖଣା
ପ୍ରଚାର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରଚାର କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘୋଷଣା କରିବା — ୧. To preach; to propagate.
- ୨. ବିଚାର କରିବା — ୨. To spread; to diffuse.
- ୩. ସାଧାରଣରେ ପ୍ରକାଶ କରିବା — ୩. To publish.
- ୪. ପଠାଇବା —୪. To send.
ଚାର ପ୍ରଚାର ଏ ବିଚାର ବଶୁଁ କରି ଯେ ନାହିଁ—ଭଞ୍ଜ
- ୫. ପ୍ରୟୋଗ କରିବା —To apply.
ନାନା ଉପଚାର ପ୍ରଚାର କଲେ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୬. (ଅଦାଲତ) କୌଣସି ବ୍ୟକ୍ତିର କୌଣସି ବିଷୟରେ ସ୍ୱତ୍ୱ ବା ଅଧିକାର ଥିବା ବିଷୟ ବିଚାରପୂର୍ବକ ସିଦ୍ଧାନ୍ତ କରି ଉକ୍ତ ସ୍ୱତ୍ୱ ବା ଅଧିକାର ବିଷୟ ରାୟ ଓ ଫଏସଲା ଘୋଷଣା କରିବା — ୬. (a court) To declare the right or title of a party to a property in a declaratory suit.