ପ୍ରଚାୟ
ଦେଖଣା
ପ୍ରଚାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଚି ଧାତୁ=ଚୟନ କରିବା+ଭାବ. ଅ)
[ସମ୍ପାଦନା]- ୧. ହସ୍ତଦ୍ୱାରା ଦ୍ରବ୍ୟାଦିର ସଂଗ୍ରହ (ପ୍ରକୃତିବାଦ) — ୧. Collection ith the hands; heaping up with the hands.
- ୨. (+ କର୍ମ ଅ) ସମୂହ; ରାଶି; ଗଦା — ୨. Heap; multitude (Apte).
- ୩. ବୁଦ୍ଧି; ଉପଚୟ — ୩. Growth; increase (Apte).
- ୪. ସାମାନ୍ୟ ମିଳନ —୪. Slight union (Apte)
- ୫. ଘନୀଭାବ, ଜମାଟ (ପ୍ରକୃତିବାଦ) —୫. Conglomeration.
- ୬. (ବ୍ୟାକରଣ) ଯତିହୀନ ସ୍ୱର — ୬. (grammar) The neutral accentless tone.
- ୭. (ଗଣିତ) ଓଡ଼ାଙ୍କରେ ଦୁଇ ସଂଖ୍ୟାର ମଧ୍ୟରେ ଥିବା ବ୍ୟବହିତ ସଂଖ୍ୟା —୭. (arithmetic) The common difference of terms in a progression (Apte)
- ୮. ଲଗି ଆଦିଦ୍ୱାରା ଉଚ୍ଚ ବୃକ୍ଷାଦିରୁ ଫୁଲ ଫଳ ତୋଳିବା; ପାରିବା —୮. Plucking of flowers and fruits from a high tree with the help of a pole.