Jump to content

ପ୍ରଚାୟକ

ଉଇକିଅଭିଧାନ‌ରୁ

ପ୍ରଚାୟକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଚାୟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ର+ଚି ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଫଳ ଫୁଲ ତୋଳାଳି ବ୍ୟକ୍ତି —୧. A person who gathers or plucks fruits and flowers.
୨. ଯେ ଗଦା କରେ — ୨. A person who gathers things into a heap.