ପ୍ରଚୁର
ଦେଖଣା
ପ୍ରଚୁର
ଉଚ୍ଚାରଣ
[ସମ୍ପାଦନା](ପ୍ରଚୁରତା, ପ୍ରାଚୁର୍ଯ୍ୟ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ର+ ଚୁର୍ ଧାତୁଜ ଚୋରି ଧାତୁ=ବୃଦ୍ଧି ପାଇବା + ଭାବ. ଅ)
[ସମ୍ପାଦନା]- ୧. ବହୁତ; ବହୁଳ — ୧. Much; many.
- ୨. ପ୍ରଭୂତ; ପର୍ଯ୍ୟାପ୍ତ —୨. Plentiful; excessive; abundant.
- ୩. ଯଥେଷ୍ଟ —୨. Ample; enough; sufficient.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ତସ୍କର; ଚୋର —Thief.