ପ୍ରଚେତା
ଦେଖଣା
ପ୍ରଚେତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଚେତାଃ)
[ସମ୍ପାଦନା]ପ୍ରଚେତା (ଦେଖ) - Prachetāḥ (See)
ତକ୍ଷଣେ ପିତା ଆଜ୍ଞା ପାଇ ସେ ଯେ ପ୍ରଚେତା ଦଶ ଭାଇ ଜଗନ୍ନାଥ, ଭାଗବତ
ସଂସ୍କୃତ - ବିଶେଷ୍ୟ - (ପ୍ର+ଚିତ୍ ଧାତୁ=ଚେତିବା+କର୍ତ୍ତୃ. ତୃ;୧ମା ୧ବ)
[ସମ୍ପାଦନା]ସାରଥି —Charioteer; coaehman.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ସଂଗ୍ରହକାରୀ —Collecting; gathering; compiling.