Jump to content

ପ୍ରଚେତାଃ

ଉଇକିଅଭିଧାନ‌ରୁ

ପ୍ରଚେତାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପ୍ର=ଉତ୍କୃଷ୍ଟ+ଚେତସ୍+ମନ; ପ୍ରଚେତସ୍ ୧ମା. ୧ବ)

[ସମ୍ପାଦନା]
୧. ବରୁଣ — ୧. The God of water.


୨. ରାଜା ପ୍ରାଚୀନବର୍ହିଙ୍କର ପୁତ୍ରମାନେ — ୨. Name of the sons of king Prāchīna Barhi

[ଦ୍ରଷ୍ଟବ୍ୟ —ରାଜ ପୃଥୁଙ୍କର ନାତି ପ୍ରାଚୀନବର୍ହିଙ୍କର ୧ଟି ପୁତ୍ର ପ୍ରତ୍ୟକଙ୍କର ନାମ ପ୍ରଚେତାଃ ଥିଲା ଏମାନେ ଦଶହଜାର ବର୍ଷ କାଳ ସମୁଦ୍ର ଭିତରେ ଥାଇ କଠିନ ତପସ୍ୟା କରି ବିଷ୍ଣୁଙ୍କଠାରୁ ପ୍ରଜାସୃଷ୍ଟି କରିବାକୁ ବର ପାଇଥିଲେ ଦକ୍ଷ ଏମାନଙ୍କର ପୁତ୍ର ଥିଲେ—ହିନ୍ଦୀ - ଶ]

୩. ପ୍ରାଚୀନ ଋଷିବିଶେଷ (ହିନ୍ଦୀ - ଶ) — ୩. Name of a sage.
୪. ଦ୍ୱାଦଶ ପ୍ରଜାପତିଙ୍କ ନାମ (ହିନ୍ଦୀ - ଶ) —୪. Name of the ୧୨th Progenitor of mankind.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଆହ୍ଲାଦିତ; ହୃଷ୍ଟ —Please; gladdened.