Jump to content

ପ୍ରଚୋଦକ

ଉଇକିଅଭିଧାନ‌ରୁ

ପ୍ରଚୋଦକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଚୋଦିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଚୃଦ୍ ଧାତୁ=ପ୍ରେରଣ କରିବା+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ପ୍ରେରଣକାରୀ — ୧. Sending.
୨. ଉତ୍ତେଜକ —୨. Inciting; stimulating; stimulant.