ପ୍ରଚ୍ଚନ୍ନତାପ
ଯେଉଁ ତାପ କୌଣସି ବସ୍ତୁରେ ଅପ୍ରକାଶ୍ୟଭାବରେ ଥାଏ ମାତ୍ର ତାପମାନ ଯନ୍ତ୍ର ବା ଅନ୍ୟ ପଦାର୍ଥରେ ତାହାର କାର୍ଯ୍ୟ ସ୍ପଷ୍ଟ— ଭାବରେ ପ୍ରକାଶ ପାଏ —Latent heat.