Jump to content

ପ୍ରଚ୍ଛଦ

ଉଇକିଅଭିଧାନ‌ରୁ

ପ୍ରଚ୍ଛଦ

ଉଚ୍ଚାରଣ

[ସମ୍ପାଦନା]

ପ୍ରଚ୍ଛାଦ, ପ୍ରଚ୍ଛାଦନଅନ୍ୟରୂପ

ପ୍ରଚ୍ଛନ୍ନ, ପ୍ରଚ୍ଛାଦିତବିଣ

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଛଦ୍ ଧାତୁ=ଆବରଣ କରିବା+କରଣ. ଅ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ'; 'ପାଛୁଡ଼ା' ଏହାର ଅପଭ୍ରଂଶ)

[ସମ୍ପାଦନା]
୧. ଆଚ୍ଛାଦନ — ୧. A cover.
୨. ଆବରଣ ବସ୍ତ୍ର — ୨. A wrapper; a cloak.
୩. ବିଛଣା ଚଦର —୩. Bed-cover.
୪. କମ୍ୱଳ (ହିନ୍ଦୀ - ଶ.) —୪. Blanket.
୫. ଚୋଗା (ହିନ୍ଦୀ - ଶ.) —୫. Chogah.
୬. (+ ଭାବ. ଅ) ଆଚ୍ଛାଦନ — ୬. The act of covering.