Jump to content

ପ୍ରଚ୍ଛନ୍ନ

ଉଇକିଅଭିଧାନ‌ରୁ

ପ୍ରଚ୍ଛନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଛାଦ୍ ଧାତୁ+କର୍ମ. ତ; ସନ୍ଧି ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ')

[ସମ୍ପାଦନା]
୧. ଲୁକ୍କାୟିତ; ଗୁପ୍ତ — ୧. Concealed; hidden; secret; covert.
୨. ଆବୃତ —୨. Covered.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୁପ୍ତଦ୍ୱାର; ଚୋରି କବାଟ — A loop-hole; a trap-door; a secret door.



ପ୍ରଚ୍ଛନ୍ନ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ପ୍ରଚ୍ଛନ୍ନ)

[ସମ୍ପାଦନା]
୧. ପ୍ରଚ୍ଛନ୍ନ; ଗୁପ୍ତ; ଲୁକ୍କାୟିତ —୧. Hidden; concealed.

ସେ ପରେ ମନ୍ତ୍ର ଯନ୍ତ୍ର ପୁଣ; ସକଳ ପ୍ରଚ୍ଛନ୍ନ ପ୍ରମାଣ— ଯଶୋବନତ. ପ୍ରେମଭକ୍ତି ବ୍ରହ୍ମଗୀତା

୨. ଆବୃତ —୨. Covered.
୩. (ସଂସ୍କୃତ - ପରିଚ୍ଛିନ୍ନ=ନିର୍ଣ୍ଣୀତ) ସୁସ୍ପଷ୍ଟ; ବ୍ୟକ୍ତ — ୩. very clear; apparent.

ନିର୍ଗୁଣଗ୍ୟାନ ଏ ପ୍ରଚ୍ଛନ୍ନ. ସୁଦୀରଚିତ୍ତରେ ତୁମ୍ଭେ ଶୁଣ— ପ୍ରାଚୀ ନିର୍ଗୁଣମାହାତ୍ମ୍ୟ