Jump to content

ପ୍ରଚ୍ଛନ୍ନବେଶ

ଉଇକିଅଭିଧାନ‌ରୁ

ପ୍ରଚ୍ଛନ୍ନବେଶ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଚ୍ଛନ୍ନବେଶା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରଚ୍ଛନ୍ନ+ବେଶ)

[ସମ୍ପାଦନା]

ଯେଉଁ ବେଶଦ୍ୱାରା ନିଜର ସ୍ୱରୂପକୁ ଗୋପନ କରାଯାଏ — Mas; a disguise.


ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ବେଶଦ୍ୱାରା ନିଜର ସ୍ୱରୂପକୁ ଗୋପନ କରିଥିବା (ବ୍ୟକ୍ତି) — (a person) Wearing a mask; disguised.