Jump to content

ପ୍ରଚ୍ଛର୍ଦ୍ଦନ

ଉଇକିଅଭିଧାନ‌ରୁ

ପ୍ରଚ୍ଛର୍ଦ୍ଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଛର୍ଦ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ରେଚନ; ଶ୍ୱାସକୁ ନାକବାଟେ ଛାଡ଼ିବା — ୧. Exhalation.
୨. ବମନ —୨. Vomiting.