Jump to content

ପ୍ରଚ୍ଛାଦନ

ଉଇକିଅଭିଧାନ‌ରୁ

ପ୍ରଚ୍ଛାଦନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଚ୍ଛାଦିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଛଦ୍ ଧାତୁ ଣିଚ୍+କର୍ମ. ଅନ)

[ସମ୍ପାଦନା]
୧. ଉପରେ ଘୋଡ଼ାଇବା —୧. Covering over.
୨. ଲୁଚାଇବା —୨. The act of hiding.
୩. ପ୍ରଚ୍ଛଦ (ଦେଖ) - —୩. Prachchhada (See)