Jump to content

ପ୍ରଚୟ

ଉଇକିଅଭିଧାନ‌ରୁ

ପ୍ରଚୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଚି ଧାତୁ=ଛିଣ୍ଡାଇବା+ଭାବ. ଅ)

[ସମ୍ପାଦନା]
୧. ଚୟନ; ସଂଗ୍ରହ; ଗୋଟାଇବା —୧. Collection; gathering; picking up.
୨. (+ କର୍ମ. ଅ) ରାଶି; ସ୍ତୂପ; ମଞ୍ଜି —୨. Mass; heap.
୩. ଗୋଟା ବାନ୍ଧିବା; ଜମାଟ — ୩. Union; agreegation.
୪. ଉପଚୟ; ବୁଦ୍ଧି —୪. Growth; increase.
୫. ଦଳ; ସମୂହ (ହିନ୍ଦୀ - ଶ) —୫. Herd; flock.
୬. ଲଗି ଆଦିଦ୍ୱାରା ଗଛରୁ ଫୁଲ ଫଳ ସଂଗ୍ରହ କରିବା (ହିନ୍ଦୀ - ଶ) — ୬. Picking up of flowers and fruits with the help of a pole.