Jump to content

ପ୍ରଜ

ଉଇକିଅଭିଧାନ‌ରୁ

ପ୍ରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ; ଯେ ଜାୟାଠାରେ ପ୍ରବେଶ କରି ପୁନର୍ବାର ସନ୍ତାନରୂପ ଧରି ଜନ୍ମଗ୍ରହଣ କରେ)

[ସମ୍ପାଦନା]

ସ୍ୱାମୀ; ପତି —Husband.