ପ୍ରଜନ
ଦେଖଣା
ପ୍ରଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଜନ୍ ଧାତୁ+ଣିଚ୍+ଭାବ. ଅ)
[ସମ୍ପାଦନା]- ୧. ଗର୍ଭ କରିବା; ଉତ୍ପାଦନ କରିବା; ସ୍ତ୍ରୀଗର୍ଭରେ ସନ୍ତାନ ଉତ୍ଥାଦନ କରିବା —୧. Impregnating; begetting.
- ୨. ଗବାଦିଙ୍କର ମୈଥୁନଭିଯୋଗ; ପଶୁମାନଙ୍କର ଜୋଡ଼ ଖାଇବା —୨. Impregnation of cattle; mating of beasts.
- ୩. ପଶୁମାନଙ୍କର ଗର୍ଭଗ୍ରହଣ କାଳ; ପଶୁମାନଙ୍କର ବଏ ଯିବା — ୩. The season of a cow taking a bull; heat; the periodic time of sexual excitement of female animals.
- ୪. (+ କର୍ତ୍ତୃ. ଅ)—ପୂର୍ବପୁରୁଷ —୪. Ancestor.
- ୫. ଜନ୍ମଦାତା; ଜନକ —୫. Progenitor; father; begetter.
- ୬. (+ କରଣ. ଅ)—ଲିଙ୍ଗ; ପୁରୁଷେନ୍ଦ୍ରିୟ (ହିନ୍ଦୀ - ଶ) — ୬. Penis; male organ.