Jump to content

ପ୍ରଜନନ

ଉଇକିଅଭିଧାନ‌ରୁ

ପ୍ରଜନନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଜନ୍ ଧାତୁ ଣିଚ୍+ଭାବ. ଅନ)

[ସମ୍ପାଦନା]
୧. ଗର୍ଭ ଉତ୍ପାଦନ; ସ୍ତ୍ରୀଗର୍ଭରେ ସନ୍ତାନ ଆଧାନ — ୧. Impregnation; procreation.
୨. ଯୋନି —୨. Vulva; female organ.
୩. ଜନ୍ମ —୩. Birth; production; generation.
୪. (ସୁଶ୍ରୁତ) ଧାତ୍ରୀକର୍ମ (ହିନ୍ଦୀ - ଶ) —୪. Mid-wifery.