Jump to content

ପ୍ରଜଳ୍ପ

ଉଇକିଅଭିଧାନ‌ରୁ

ପ୍ରଜଳ୍ପ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଜଳ୍ପନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ପ୍ର+ଜଳ୍ପ୍ ଧାତୁ+ଅ)

[ସମ୍ପାଦନା]
୧. ଗପଶପ; ବ୍ୟର୍ଥଗଳ୍ପ — ୧. Prattle; gossip.
୨. ଆପଣାର ପ୍ରିୟ ବ୍ୟକ୍ତିର ପ୍ରସନ୍ନତା ଉତ୍ପାଦନାର୍ଥ କଥିତ ବାକ୍ୟ—(ହିନ୍ଦୀ - ଶବ୍ଦସାଗର) — ୨. Words uttered to please one's dear ones.