Jump to content

ପ୍ରଜାଗର

ଉଇକିଅଭିଧାନ‌ରୁ

ପ୍ରଜାଗର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ପ୍ର+ଜାଗୃ ଧାତୁ=ଚେଇଁବା+ଭାବ. ଅ)— ୧ ଜାଗରଣ —୧. Waking.
୨. (+ କର୍ତ୍ତୃ. ଅ) ବିଷ୍ଣୁ —୨. Bishṇu.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଯେ ଚେଇଁ ଥାଏ; ଜାଗରୁକ — ୧. Watching; wakeful.
୨. ସତର୍କ —୨. Cautious; watchful.