Jump to content

ପ୍ରଜାତନ୍ତ୍ର

ଉଇକିଅଭିଧାନ‌ରୁ

ପ୍ରଜାତନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପ୍ରଜା+ତନ୍ତ୍ର; ପ୍ରଜାପରିଚାଳିତ ତନ୍ତ୍ର)

[ସମ୍ପାଦନା]

ପ୍ରଜାମାନଙ୍କ ପରିଚାଳିତ ରାଜ୍ୟଶାସନ ପ୍ରଣାଳୀ —Republicanism; democracy; commonwealth; democratic form of government.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପ୍ରଜାମାନଙ୍କଦ୍ୱାରା କରାଯିବା ଶାସନ— ସମ୍ୱନ୍ଧୀୟ —Democratic; republican.