Jump to content

ପ୍ରଜାଦ

ଉଇକିଅଭିଧାନ‌ରୁ

ପ୍ରଜାଦ

ଉଚ୍ଚାରଣ

[ସମ୍ପାଦନା]
(ପ୍ରଜାଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରଜା+ଦା ଧାତୁ+ଅ)

[ସମ୍ପାଦନା]
୧. ସନ୍ତାନଦାତା —୧. Granting progeny.
୨. ବନ୍ଧ୍ୟାତ୍ୱନିବାରକ — ୨. Removing barrenness.
୩. ଗର୍ଭଦ —୩. Bringing about conception.