Jump to content

ପ୍ରଜାନ୍ତକ

ଉଇକିଅଭିଧାନ‌ରୁ

ପ୍ରଜାନ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରଜା+ଅନ୍ତକ)

[ସମ୍ପାଦନା]
୧. ଅତ୍ୟାଚାରୀ ରାଜା — ୧. An oppressive king; tyrant.
୨. ଯମ —୨. The God of death.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପ୍ରଜାପୀଡ଼କ —Oppressive; tyranical.