Jump to content

ପ୍ରଜାପାଳ

ଉଇକିଅଭିଧାନ‌ରୁ

ପ୍ରଜାପାଳ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଜାପାଳକ—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ ପୁରୁଷ; ପ୍ରଜା+ପାଳ୍ ଧାତୁ)

[ସମ୍ପାଦନା]
୧. ନ୍ୟାୟମାର୍ଗରେ ପ୍ରଜାଙ୍କ ପାଳିବା ରାଜା — ୧. Just and rightous kings; a real protector of the people.
୨. ପ୍ରଜାପତି —୨. Butterfly.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନ୍ୟାୟମାର୍ଗରେ ପ୍ରଜାପାଳନ କରୁଥିବା (ରାଜା) — (a king) Protecting one's subjects righteously.